ଘର ପାଇଁ ବାସ୍ତୁ ବିଜ୍ଞାନ-2: ‘ପ୍ଲଟର ଉତ୍ତମ ଆକାର’

TATKAL ODISHAର ନୂଆ ସ୍ତମ୍ବ ଇଂ ଅଜୟ ମହାପାତ୍ର, ବିଶିଷ୍ଟ ଵାସ୍ତୁବିତ ++++++++++++++++++++++++++ ଘର ପାଇଁ ଉତ୍ତମ ପ୍ଲଟ ଵା ଭୂଖଣ୍ଡ ************************************************ଗୃହ ନିର୍ମାଣ ସକାଶେ ଇଛୁକ ବ୍ୟକ୍ତିବିଶେଷଙ୍କ ସର୍ବପ୍ରଥମ ଦାୟିତ୍ଵ ଓ କର୍ତଵ୍ୟ ହେଉଛି ଉତ୍ତମ ଭୂଖଣ୍ଡ ଵା ପ୍ଲଟଟିଏ ନିରୂପଣ ବା ମନୋନୟନ କରିବା । ଏଥିପାଇଁ କେଉଁ କେଉଁ ଦିଗ ପ୍ରତି ସଚେତନଶୀଳତା ଅବଲମ୍ବନ କରିବାକୁ ହୁଏ, ସେଗୁଡ଼ିକ  ଦର୍ଶାଇ ଦିଆଯାଇଅଛି । (କ) ପାରିପାର୍ଶ୍ବକ ସୌନ୍ଦର୍ଯ୍ୟ ଗୃହକର୍ତ୍ତାଙ୍କ ଚିର ଆକର୍ଷଣକାରୀ ହେବା ଆବଶ୍ୟକ … Continue reading ଘର ପାଇଁ ବାସ୍ତୁ ବିଜ୍ଞାନ-2: ‘ପ୍ଲଟର ଉତ୍ତମ ଆକାର’