ଘର ପାଇଁ ‘ବାସ୍ତୁ ବିଜ୍ଞାନ’-1: କେତେ ଜରୁରୀ?

TATKAL ODISHAର ନୂଆ ‘ସ୍ତମ୍ବ’ରେ ବିଶିଷ୍ଟ ଵାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର ଭୁବନେଶ୍ୱର//TATKAL ODISHA//ବାସ୍ତୁ ବିଜ୍ଞାନ// +++++++++++++++++ ଇଂ ଅଜୟ କୁମାର ମହାପାତ୍ର +++++++++++++++++ ଗୃହ ନିର୍ମାଣକଳା ସମ୍ପର୍କିତ ଜ୍ଞାନକୁ ହିଁ ସାଧାରଣତଃ ‘ବାସ୍ତୁବିଜ୍ଞାନ’ କୁହାଯାଏ । ସଂକ୍ଷେପରେ କହିବାକୁ ଗଲେ, ‘ବାସ୍ତୁ’ର ଅର୍ଥ ବାସସ୍ଥାନ ଏବଂ ଏତଦ୍ ବିଷୟକ ବିସ୍ତୃତ ଜ୍ଞାନର ଗ୍ରନ୍ଥ ହେଉଛି ବାସ୍ତୁବିଜ୍ଞାନ ବା ବାସ୍ତୁଶାସ୍ତ୍ର I ବାସ୍ତୁବିଜ୍ଞାନର ଭିତ୍ତିଭୂମିରେ ପ୍ରସ୍ତୁତ ହୋଇଥିବା ବାସଗୃହ ଗୃହକର୍ତ୍ତାଙ୍କ ଚିନ୍ତା-ଚେତନାର ବୃଦ୍ଧି ଓ ସଂବୃଦ୍ଧି … Continue reading ଘର ପାଇଁ ‘ବାସ୍ତୁ ବିଜ୍ଞାନ’-1: କେତେ ଜରୁରୀ?