ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’

ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର ଭୁବନେଶ୍ୱର//TATKAL ODISHA//ବାସ୍ତୁଗୃହ// TATKAL ODISHAରେ କ୍ରମାଗତ ଭାବେ ବାସ୍ତୁଗୃହ ଉପରେ ନଅ ଅଧ୍ୟାୟ ପ୍ରକାଶ କରାଯାଇଛି I ଏଥର ପାଣିଟାଙ୍କି ଉପରେ ସମ୍ୟକ ଦୃଷ୍ଟି ନିକ୍ଷେପ କରାଯାଇଛି I ଘରର କେଉଁଠି ପାଣିଟାଙ୍କି ହେବା ଉଚିତ? ତାର ଦିଗ କଣ ହେବା ଦରକାର? ଆସନ୍ତୁ ଜାଣିବା… ପାଣିଟାଙ୍କି (Water Tank) : ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ କୋଣରେ ପାଣିଟାଙ୍କି ରହିବା ବିଧେୟ । ଗୃହର ମଧ୍ୟଭାଗରେ ରଖିବା ଆଦୌ ଉଚିତ … Continue reading ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’