ଗୋଟିଏ ଫୋନ କଲରେ ଆକାଉଣ୍ଟରୁ ୮୭,୦୦୦ ଟଙ୍କା ଗାୟବ

ସାବଧାନ !! ନୂଆ ଢଙ୍ଗରେ ମାତିଛନ୍ତି ସାଇବର ଅପରାଧୀ ଭୁବନେଶ୍ୱର//TATKAL ODISHA// ଆସିଲା ଗୋଟିଏ ଫୋନ କଲ ଓ ମାସେଜ I ଅନଲାଇନ ଜୋତା ଦେଵା ନାମରେ ଡେଲିଭରି ବୟ ଫୋନ କରିଛନ୍ତି ବୋଲି କହିଲେ I ଫୋନ ଧରି କଥା ହେବା ପରେ ଦୁଇ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା 87 ହଜାର ଟଙ୍କା I ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଇ ଭିନ୍ନ ଢଙ୍ଗରେ ସାଇବର କ୍ରାଇମ I ପୋଲିସ ତଦନ୍ତ କରୁଛି I ହେଲେ ଆସିଥିବା … Continue reading ଗୋଟିଏ ଫୋନ କଲରେ ଆକାଉଣ୍ଟରୁ ୮୭,୦୦୦ ଟଙ୍କା ଗାୟବ