ଗରୀବଙ୍କ ଜମିକୁ ହାତେଇଲେ କୋଟିପତି ନେତା, ବିବାଦରେ କୋକସରା ତହସିଲ?

କଳାହାଣ୍ଡି//TATKAL ODISHA// ଅନୁସନ୍ଧାନ ମୂଳକ ରିପୋର୍ଟ ଗରିବ, ନୀରିହ, ନିଃସହାୟ ବାସଗୃହ ହୀନ ପରିବାରକୁ ରାଜ୍ୟ ସରକାର ବସୁନ୍ଧରା ଯୋଜନା ଭଳି ଅନେକ ଯୋଜନାରେ ୪ ଡିସମିଲ ଘରଡିହ ଜମି ଯୋଗାଇ ଦେଉଥିବାବେଳେ କିଛି କୋଟିପତି ରାଜନେତା ଚଞ୍ଚକତା କରି ସେହି ଜମିକୁ ନିଜ ଅକ୍ତିଆରରେ କରାଇନେଉଥିବା ଏକ ସଙ୍ଗୀନ ଅଭିଯୋଗ ହୋଇଛି I କଳାହାଣ୍ଡି ଜିଲ୍ଲା କୋକସରା ତହସିଲରେ ଏହି କେଳେଙ୍କାରୀ ଘଟିଛି ।   ରିପୋର୍ଟ // ଦୁଷ୍ମନ୍ତ କୁମାର ପଣ୍ଡା//   ସରକାର  ବିଭିନ୍ନ … Continue reading ଗରୀବଙ୍କ ଜମିକୁ ହାତେଇଲେ କୋଟିପତି ନେତା, ବିବାଦରେ କୋକସରା ତହସିଲ?