ଖୋକାଭାଇଙ୍କୁ ‘ପଦ୍ମ’ପୁରସ୍କାର ମିଳୁ,ଜନସ୍ୱାର୍ଥ ମାମଲା ଖୁବଶୀଘ୍ର

TATKAL ODISHA//EXCLUSIVE// କଟକ, ଭୁବନେଶ୍ୱର//ବ୍ୟୁରୋ// “ମୁଁ ଯେବେ ମରିବି ଜହ୍ନରେ ରହିବି ନୂତନ କଳଙ୍କ ହୋଇ, ସତେ ଅବା ମୋର ପ୍ରେମିକା ଓଠରେ ଛୋଟ ଏକ କଳାଜାଇ” 17 ନଭେମ୍ବର 2002ରେ ଆରପାରିକୁ ଚାଲିଗଲେ I ନିଜ ମୃତ୍ୟୁକୁ ନେଇ ସେ ଏଭଳି ଢଙ୍ଗରେ ବର୍ଣ୍ଣନା କରିଥିଲେ I ସେ ଥିଲେ ଖୋକାଭାଇ I ଓଡ଼ିଆ ସଂଗୀତ ଜଗତର ଯାଦୁକର I ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି I ସେ ଏକାଧାରାରେ ଥିଲେ ଜଣେ ଗୀତିକାର, କଣ୍ଠଶିଳ୍ପୀ, ସଂଗୀତ ନିର୍ଦେଶକ, ଔପନାସିକ ଓ ଗାଳ୍ପିକ … Continue reading ଖୋକାଭାଇଙ୍କୁ ‘ପଦ୍ମ’ପୁରସ୍କାର ମିଳୁ,ଜନସ୍ୱାର୍ଥ ମାମଲା ଖୁବଶୀଘ୍ର