କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ‘ଓ୍ବାରେଣ୍ଟ ଅଫ୍ ଆରେଷ୍ଟ’ ଜାରି

ଡିଜିପିଙ୍କୁ ଜାତୀୟ ଜନଜାତି ଆୟୋଗଙ୍କ ନିର୍ଦେଶ କେନ୍ଦୁଝର, କଟକ,ଭୁବନେଶ୍ୱର//TATKAL ODISHA// କ୍ଷମତା ନିଶାରେ ଜଣେ ବରିଷ୍ଠ ପ୍ରଶାସକ କିପରି ନିୟମକୁ ‘ଫୁ’ କରିଦିଏ ଏବଂ ଜାତୀୟ ଜନଜାତି ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥାଙ୍କ ନିର୍ଦେଶକୁ ବେଖାତିର କରେ ତା’ର ଏକ ନିଚ୍ଛକ ଘଟଣା କେନ୍ଦୁଝରରେ ଘଟିଛି I ଘଟାଇଛନ୍ତି ଖୋଦ ଜିଲ୍ଲାପାଳ I ଆଇନର ରକ୍ଷକ ହୋଇ ସେ ଭକ୍ଷକ ରୂପ ନେଇଥିବା ଅଭିଯୋଗ ହୋଇଛି I ତେଣୁ ଏବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି … Continue reading କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ‘ଓ୍ବାରେଣ୍ଟ ଅଫ୍ ଆରେଷ୍ଟ’ ଜାରି