ଓମିକ୍ରନ ଭୟ :ଦୈନିକ ୭୦,୦୦୦ ନମୁନା ପରୀକ୍ଷା ଲକ୍ଷ୍ୟ

ଓମିକ୍ରନର ସଂକ୍ରମଣହାର ଅଧିକ ହୋଇଥିବାରୁ ସମସ୍ତେ ଶିଘ୍ର ଟିକା ନେବା ଜରୁରୀ : ମୁଖ୍ୟ ଶାସନ ସଚିବ ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଗ୍ରାମୱାରୀ ଟିକାକରଣ-ସୂଚୀ ଆଗୁଆ ଗ୍ରାମଙ୍କୁ ଜଣାଇବା ପାଇଁ ପରାମର୍ଶ ଭୁବନେଶ୍ୱର//TATKAL ODISHA// ଓମିକ୍ରନ ଭୟ କେବଳ ଜନସାଧାରଣ ନୁହେଁ ସରକାରଙ୍କୁ ଘାରିଛି I ସେଥିପାଇଁ ରାଜ୍ୟ ସରକାର ଦୈନିକ 70,000 ନମୁନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି I ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ମୁଖ୍ୟ … Continue reading ଓମିକ୍ରନ ଭୟ :ଦୈନିକ ୭୦,୦୦୦ ନମୁନା ପରୀକ୍ଷା ଲକ୍ଷ୍ୟ