ଆର ପାରିରେ OTV ମୁଖ୍ୟ ରିପୋର୍ଟର ଅରିନ୍ଦମ

କଟକ, ଭୁବନେଶ୍ୱର//TATKAL ODISHA// ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଥିବା ଅଘଟଣରେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ମୃତ୍ୟୁ ବରଣ କରିଛନ୍ତି । ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସହିତ କ୍ୟାମେରାମ୍ୟାନ ପ୍ରଭାତଙ୍କ ସମେତ ୭ ଜଣଙ୍କ ଅବସ୍ଥା ମଧ୍ୟ୍ ଗୁରୁତ୍ତର ଅଛନ୍ତି I ଦେଖନ୍ତୁ ପୂର୍ବର ସେହି ଦୁଃଖଦ ରିପୋର୍ଟ…. ହାତୀ ଛୁଆ ଉଦ୍ଧାର କରୁ କରୁ ବନ୍ୟା … Continue reading ଆର ପାରିରେ OTV ମୁଖ୍ୟ ରିପୋର୍ଟର ଅରିନ୍ଦମ