ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟ ଭୁବନେଶ୍ୱର ବାସିନ୍ଦା

ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 4  ଭୁବନେଶ୍ୱର//TATKAL ODISHA// ହୁ ହୁ ହୋଇ କାୟା ବିସ୍ତାର କରି ଚାଲିଛି ଓମିକ୍ରନ I ଗୁରୁବାର ଭୁବନେଶ୍ୱରରେ  ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହୋଇଛି I    ଭୁବନେଶ୍ୱର ଚି଼ହ୍ନଟ  ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡ଼ିଛି । ବୁଧବାର ମୋଟ  ୮ଜଣଙ୍କର ଜିନମ ଟେଷ୍ଟିଂ କରାଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର ଓମିକ୍ରନ୍ ସଂକ୍ରମିତ ବୋଲି ଜଣାପଡ଼ିଛି … Continue reading ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟ ଭୁବନେଶ୍ୱର ବାସିନ୍ଦା