ଅସହାୟ

* GUEST EDITOR//ଶ୍ରୀକାନ୍ତ ଦାଶ//************************************** ଟିକିଏ କଥାରେ ଗୃହ ମୁଲତଵୀ ଶୋଭନୀୟ ନୁହେଁ |ଗୃହ ବିବରଣୀରେ ଅନେକ କଥା ଆଲୋଚନା ପାଇଁ ରହିଥାଏ |ମାତ୍ର ଗୋଟିଏ ପ୍ରସଙ୍ଗରେ ଅଡ଼ି ରହି ଅନ୍ୟ ପ୍ରସଙ୍ଗକୁ ଏଡେଇ ଯିବା ଦାୟିତ୍ୱ ପୂର୍ଣ୍ଣ ବିରୋଧୀଦଳର କାର୍ଯ୍ୟ ବି ନୁହେଁ |ତେବେ ବିରୋଧୀଙ୍କ ପ୍ରସଙ୍ଗକୁ ଆଲୋଚନା କଲେ କ୍ଷତି କଣ? ମୁଖ୍ୟମନ୍ତ୍ରୀ ବି ଗୃହରେ  ଉପସ୍ଥିତି ରହିବା ଜରୁରୀ ମନେ ହୁଏ…****************************************16 ଅକ୍ଟୋବର 1946ରେ ଜନ୍ମ ଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଓଡିଶାର … Continue reading ଅସହାୟ