ଅମାନିଆଙ୍କୁ ପାନେ ଦେବାକୁ ସରକାର କଠୋର

ସବୁଜ ବାଣ ନିୟମକୁ କଡ଼ାକଡ଼ି କର: ମୁଖ୍ୟ ଶାସନ ସଚିବବେଆଇନ୍ ବାଣ ବିପଣୀ ଏବଂ ବ୍ୟବହାର ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର,TATKAL ODHISHA// ଦିନକ ପରେ ଦୀପାବଳି I ସାରା ଓଡ଼ିଶା ଉତ୍ସବମୁଖର I ହାଇକୋର୍ଟ ନିର୍ଦେଶ ଅନୁସାରେ ବାଣ ଫୁଟିବ I ହେଲେ ସବୁଜ ବାଣ ନେଇ ସରକାର ଜାରି କରିଛନ୍ତି କଟକଣା I ସବୁଜ ବାଣ ସମ୍ବନ୍ଧିତ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ରାଜ୍ୟ ସରକାର ବଳ କସିବେ I ଏବେ … Continue reading ଅମାନିଆଙ୍କୁ ପାନେ ଦେବାକୁ ସରକାର କଠୋର