ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି

0
  • ମୁମ୍ବାଇ//TATKAL ODISHA//
  • ରିପୋର୍ଟ //କଳାକୃଷ୍ଣ ମହାରଣା //

      କୋକିଳ କଣ୍ଠି,ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା I ତାଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା ପରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।


TATKAL ODISHA ମୁମ୍ବାଇ ବ୍ୟୁରୋର ରିପୋର୍ଟ ଅନୁସାରେ   ଲତା ଦିଦି ସଂକ୍ରମିତ କଥା ଜଣା ପଡ଼ିବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି I


   ଦିଦି ଏବେ ଉକ୍ତ ହସ୍ପିଟାଲରେ ଆଇସିୟୁରେ  ଚିକିତ୍ସାଧୀନ ଅଛନ୍ତି I


  ଡାକ୍ତରଙ୍କ କହିବା କଥା ଯେ, ଲତା ମଙ୍ଗେସକରଙ୍କର ବୟସ ଅଧିକ ହୋଇଥିବାରୁ  ଚିକିତ୍ସାରେ ସାମାନ୍ୟ ବାଧା ଉପୁଜିଛି I

ଲତା ଦିଦି

Leave A Reply

Your email address will not be published.