ବାସ୍ତୁଗୃହ-14:ଦକ୍ଷିଣାଭିଖୀ ପ୍ଲଟ ଥିଲେ କରିବେ କଣ?

0
  • ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବାସ୍ତୁବିଜ୍ଞାନ//

**********************************************

  • ଦିଗଭିତ୍ତିକ ଗୃହାବସ୍ଥାନ


 ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥ୍ୟପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ଆଲୋଚନା କରାଯାଉଛି ।

ଆସନ୍ତୁ ଦକ୍ଷିଣାଭିମୁଖୀ ପ୍ଲଟ ବିଷୟରେ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଦେଖିବା..

*********************************************

  • ଦକ୍ଷିଣାଭିମୁଖୀ ଭୂଖଣ୍ଡ (South Plot) :

ଭୂଖଣ୍ଡଟି ଦକ୍ଷିଣ ଦିଗକୁ ସାମ୍ନା କରିଥିଲେ, ଦକ୍ଷିଣାଭିମୁଖୀ ଫୁଟ କୁହାଯାଏ ।

ସଡ଼କଟି ଭୂଖଣ୍ଡର ଦକ୍ଷିଣ ଦିଗରେ ଯାଇଥିଲେ ଏ ପ୍ରକାର ଭୂଖଣ୍ଡରେ ଗୃହ ନିର୍ମାଣ କରିବା ସମୟରେ ନିମ୍ନ ନିୟମ ପ୍ରତି ଦୃଷ୍ଟିଦେବା ନିହାତି ଆବଶ୍ୟକ ।

  • (କ) ଫାଟକ ଓ ମୁଖ୍ୟ ପ୍ରବେଶ ଦ୍ବାରଟିକୁ ଦକ୍ଷିଣ-ପୂର୍ବ କୋଣର ଦକ୍ଷିଣ ଦିଗ ପାଖେ ରଖିବା ଉଚିତ ।
  • (ଖ) ଗୃହର ପଶ୍ଚାଦ୍ ପାର୍ଶ୍ଵ ଦ୍ବାରଟି ଉତ୍ତର-ପୂର୍ବକୋଣ ଉତ୍ତର ପାର୍ଶ୍ବରେ ରହିବା ବିଧେୟ ।
  • (ଗ) ଗୃହର ଦକ୍ଷିଣ-ପୂର୍ବ କୋଣ ଦକ୍ଷିଣ ଦିଗକୁ ବର୍ଦ୍ଧିତ ହେଲେ ସୁଫଳ ଦେଇଥାଏ ।

TATKAL ODISHAରେ ଦେଖନ୍ତୁ ପୂର୍ବ ରିପୋର୍ଟ…

// *ବାସ୍ତୁଗୃହ-13 //

ପୂର୍ବାଭିମୁଖୀ ପ୍ଲଟରେ କ’ଣ କରିବେ ?

ବାସ୍ତୁଗୃହ-13: ପୂର୍ବାଭିମୁଖୀ ପ୍ଲଟରେ କ’ଣ କରିବେ ?

Leave A Reply

Your email address will not be published.