ବାସ୍ତୁଗୃହ-11 : କେଉଁ ଦିଗରେ ରାସ୍ତା ରହିଲେ ଗୃହ ପାଇଁ ଶୁଭ ?
- ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
- TATKAL ODISHA//ବାସ୍ତୁ ବିଜ୍ଞାନ//
କ୍ରମାଗତ ଦଶଟି ଅଧ୍ୟାୟରେ ବାସ୍ତୁ ବିଜ୍ଞାନ ଆଧାରରେ ଗୃହର ଭିତର ଅଂଶ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି I ଏଥର ଘର ହୋଇଥିବା ପ୍ଲଟର କେଉଁ ଦିଗରେ ରାସ୍ତା ଥିଲେ ଗୃହ କର୍ତ୍ତାଙ୍କ ପାଇଁ ଶୁଭ ତାହା TATKAL ODISHAରେ ଦିଆଯାଇଛି I
- ଆସନ୍ତୁ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଦେଖିବା…
- ଉତ୍ତର ପାର୍ଶ୍ଵ ରାସ୍ତା : ମଙ୍ଗଳ ଦାୟକ
- ପୂର୍ଵ ପାର୍ଶ୍ଵ ରାସ୍ତା : ଅତ୍ୟନ୍ତ ଶୁଭପ୍ରଦ
- ଦକ୍ଷିଣ ପାର୍ଶ୍ଵ ରାସ୍ତା : ସାମାନ୍ୟ ଶୁଭ
- ପଶ୍ଚିମ ପାର୍ଶ୍ଵ ରାସ୍ତା : ମଧ୍ୟମ ଶୁଭ
- TATKAL ODISHAରେ ପୂର୍ବ ରିପୋର୍ଟ ଦେଖନ୍ତୁ…
// ବାସ୍ତୁଗୃହ //
ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’
ଘର ପାଇଁ ବାସ୍ତୁବିଜ୍ଞାନ-10: ‘ପାଣିଟାଙ୍କି’