ଚେତା ଫେରିଛି, ଚିହ୍ନୁଛନ୍ତି ବଦ୍ରିବାବୁ

0
  • ହାଇଦ୍ରାବାଦ //TATKAL ODISHA//

ଛାତିରେ ଯନ୍ତ୍ରଣା କାରଣରୁ ଗୁରୁତ୍ତର ହୋଇ ହାଇଦ୍ରାବାଦକୁ ଏୟାର ଲିଫ୍ଟ” ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ଏବର ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କର ଚେତା ଫେରିଛି I

ସେ କଥା କହି ପାରୁ ନ ଥିଲେ ହେଁ ହାତ ହଲାଇ ଚିହ୍ନି ପାରୁଛନ୍ତି I ଏବେବି ବଦ୍ରିବାବୁ ଭେଣ୍ଟିଲେଟରରେ ଅଛନ୍ତି I

ଏଆଇଜି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ପାତ୍ର ବର୍ତମାନ ସୁଦ୍ଧା ବିପଦମୁକ୍ତ ଆଡକୁ ଯାଉଛନ୍ତି I ଛାତିରେ ରକ୍ତ ଶ୍ରାବ ସମ୍ପୂର୍ଣ କମି ଯାଇଛି I ତାଙ୍କ ଦେହ ସ୍ୱାଭାବିକ ହେବା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ I

ତେବେ ସମ୍ପୂର୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ I

  • ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ…

ହାଇଦ୍ରାବାଦକୁ “ଏୟାର ଲିଫ୍ଟ” ହେଲେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର

ହାଇଦ୍ରାବାଦକୁ ‘ଏୟାର ଲିଫ୍ଟ’ ହେଲେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର

Leave A Reply

Your email address will not be published.