ବାସ୍ତୁବିଜ୍ଞାନ-26: କେମିତି ହେବ ‘ସିଡ଼ିଘର’

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA//ବସ୍ତୁଗୃହ//

++++++++++++++++++++++++++++++++++++++

ଗୃହରେ ସିଡ଼ିଘର କେଉଁଠି ରହିବ ? କେଉଁ ଦିଗ ଓ କେଉଁ କୋଣରେ ତାହା କରିବା ଆବଶ୍ୟକ? ପାହାଚର ସଂଖ୍ୟା କେତେ ହେବା ଉଚିତ??

କାହିଁକି ସିଡିଘରକୁ ଏତେ ଗୁରୁତ୍ୱ ଦିଆଥାଏ??

ଆସନ୍ତୁ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କ’ଣ କହୁଛନ୍ତି ଦେଖିବା..

ସିଡ଼ିଘର (Stair Case) :

  • କ ) ସିଡ଼ି ଘରଟି ଦକ୍ଷିଣ, ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥାପିତ ହେବା ବିଧେୟ; ମାତ୍ର ଉତ୍ତର-ପୂର୍ବ କୋଣରେ କରିବା ନିଷେଧ ।
  • ଖ ) ବାକି ଅନ୍ୟ ସମସ୍ତ ଦିଗରେ କଲେ ସେମିତି କୌଣସି ପ୍ରତିବନ୍ଧକ ହୁଏ ନାହିଁ ।
  • ଗ) ସିଡ଼ିର ପ୍ରଥମ ପାହାଚ ବୃତ୍ତାକାର କରିବା ମନା ।
  • ଘ) ସିଡ଼ିର ପାହାଚ ସଂଖ୍ୟା ଏମିତି ଏକ ସଂଖ୍ୟା ହେବା ଉଚିତ୍ ଯାହାକୁ ୩ରେ ହରଣ କଲେ ଭାଗଶେଷ ୨ ରହିବ ।
  • ଙ) ସିଡିର ପାହାଚ  ସଂଖ୍ୟା ୧୧, ୧୭ ଓ ୨୩ ଆଦି ରହିବା ଜରୁରୀ I
  • ଏସବୁ ପ୍ରତି ଗୃହକର୍ତ୍ତା ଧ୍ୟାନ ଦେବା ନିହାତି ଜରୁରୀ…ବାସ୍ତୁଶାସ୍ତ୍ର ସିଡ଼ିଘରକୁ ଅଧିକ ଗୁରୁତ୍ୱ ଦିଆଯାଇଛି..


TATKAL ODISHAର ପୂର୍ଵ ରିପୋର୍ଟ ଦେଖନ୍ତୁ..

// ବାସ୍ତୁଗୃହ-25//
କେମିତି ହେବ ପୂଜା ଘର?

ବାସ୍ତୁଗୃହ-25, କେମିତି ହେବ ପୂଜା ଘର?

Leave A Reply

Your email address will not be published.