[vc_row][vc_column]

ଅପରାଧ୍

ତତ୍କାଳ ଓଡିଶା

ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ

ଭୁବନେଶ୍ୱର//TATKAL ODISHA// ପବିତ୍ର ବୈଶାଖ ମାସ ସୁଦଶାବ୍ରତରେ ଓଡ଼ିଶାର ଆଗଧାଡ଼ିର ବିଶିଷ୍ଟ ସିନେ ଓ ଡ୍ରାମା କଳାକାର ତଥା ନିର୍ଦେଶକ ଡ. ସଚ୍ଚି ଦାସ ଆଉ ଇହଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ହୋଇଥିଲା I ସ୍ବର୍ଗତ ସଚ୍ଚି ଦାସ ପ୍ରାୟ ସବୁ ଚଳଚିତ୍ର

କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର//TATKAL ODISHA// ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି I ପବିତ୍ର ଶ୍ରୀରାମ ନବମୀରେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା

ତାତି ପାଇଁ ତିନି ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର//TATKAL ODISHA// ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି | ଚଳିତ ଅପ୍ରେଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ

ରାମ° ଲକ୍ଷ୍ମଣ° ପୂର୍ବଜ° ରଘୁବର°ସୀତାପତି ସୁନ୍ଦର°

******************* ରାମ ନବମୀର ଅନୁଚିନ୍ତା ******************* ରାମ° ଲକ୍ଷ୍ମଣ° ପୂର୍ବଜ° ରଘୁବର°ସୀତାପତି ସୁନ୍ଦର°, କାକୁସ୍ଥ°କରୁଣାକର° ଗୁଣନିଧି°ବିପ୍ର ପ୍ରିୟ° ଧାର୍ମିକ°, ରାଜେନ୍ଦ୍ର° ସତ୍ୟସନ୍ଧ° ଦଶରଥ ତନୟ°ଶ୍ୟାମଳ° ଶାନ୍ତମୂର୍ତ୍ତି°, ବନ୍ଦେ ଲୋକାଭିରାମ°

ଆଉ 21 ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ, ଭୁବନେଶ୍ୱର// TATKAL ODISHA// ଦ୍ଵିତୀୟ ପର୍ଯ୍ୟାୟରେ ଆଉ 21 ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି I ଦେଖନ୍ତୁ ତାଲିକା.. ओडिशा ODISHA  ********** Rourkela- Shri Dilip RAY Patna (ST)-Akhil Chandra

ଅନୁଗୁଳ ଜରପଡ଼ା ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗସ୍ତ, ଡ୍ରାଇଭର ମୃତ

ଅନଗୁଳ//TATKAL ODISHA//  ଯାଜପୁର ଓଭର ବ୍ରିଜ୍‌ରୁ ତଳକୁ ଯାତ୍ରୀବାହୀ ବସ୍ ଖସି ପାଞ୍ଚ ମୃତ୍ୟୁ ଘଟଣା ବାରଘଣ୍ଟା ନ ପୂରୁଣୁ ଅନଗୁଳରେ ଆଉ ଏକ ମର୍ମାନ୍ତୁଦ ଦୁର୍ଘଟଣା ଘଟିଛି I  ସୂଚାନୁସାରେ ଏନଏଚ- 55ରେ ଏକ ଦୁର୍ଘଟଣାଗ୍ରସ୍ତ ହାଇୱା ଛିଡ଼ା ହୋଇଥିବା ବେଳେ ଏକ ଯାତ୍ରୀବାହୀ

ଶେଷରେ କଂଗ୍ରେସରୁ ବିଦା ହେଲେ ସୁର

ଭୁବନେଶ୍ୱର //TATKAL ODISHA// ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ବିଧାୟକ ସୁୁରେଶ ରାଉତରାୟଙ୍କୁ ଶେଷରେ ଦଳରୁ ବିଦା ହେବାକୁ ପଡ଼ିଛି । ନିଜର ଦୁଇ ପୁଅଙ୍କୁ ଥଇଥାନ କରିବାକୁ ଯାଇ ସେ ନିଜେ ଘାଟାରେ ପଡିଛନ୍ତି I ଦଳରୁ ୬

ଆଉ 75 ବିଧାନସଭା ଆସନରେ କଂଗ୍ରେସର ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ୱର//TATKAL ODISHA// ଆଉ 75 ବିଧାନସଭା ଆସନ ପାଇଁ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି I ଦେଖନ୍ତୁ ତାଲିକା.. ପୂର୍ବରୁ 49 ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା I

ସନ୍ତୋଷ କୁମାର ସେଠୀଙ୍କ ନୂଆ କବିତା -‘କାଠ’

***** କାଠ ***** ମଣିଷ ମରିଗଲେପାଲଟି ଯାଏ ଶବଆଉ ଗଛ ପାଲଟିଯାଏ କାଠ ! ବଞ୍ଚି ଥିବା ବେଳେ ସେକେତେ ଅମ୍ଲଜାନ ଦେଇଛି,ଫୁଲଫଳ ଦେଇଛି,ଛାଇ ଦେଇଛି,ବା କେତେ ଆଶ୍ରୟ ଦେଇଛି,ତା'ର ହିସାବ କ'ଣ କେ ରଖେସେ କାଠ ହେବା ପରେ ? ବଂର ଦେଖେ,କେତେ ମୋଟେଇ ଗଣ୍ଡି ରୁକେତେ ସିଫ୍ଟ

ଆଉ ନଅ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ୱର//TATKAL ODISHA// କଂଗ୍ରେସ ତାର ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି I ଏଥର 9 ଜଣଙ୍କ ନାଁ ଘୋଷଣା ହୋଇଛି I ଦେଖନ୍ତୁ ତାଲିକା KEONJHAR-ST- Mohan Hembram BALASORE- Srikant Kumar Jena

ଜେଏସପି ଫାଉଣ୍ଡେସନ କଲା ଦୃଷ୍ଟିହୀନ ସହାୟକ ଉପକରଣ ଲାଇବ୍ରେରୀ

ଜେଏସପି ଫାଉଣ୍ଡେସନ ପକ୍ଷରୁ ଅଭିନଵ ପଦକ୍ଷେପ ଭୁବନେଶ୍ବର,//TATKAL ODISHA//:ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ

ଏ ବର୍ଷ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି

ମୁକ୍ତିମଣ୍ଡପ ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କଟକ,12/4//TATKAL ODISHA// ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହେଉଥିବାରୁ ଏ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ପଡ଼ୁଛି ମହାବିଷୁବ ପଣା ସଂକ୍ରାନ୍ତି।

ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଲେଖାଶ୍ରୀ ବାଲେଶ୍ୱର ସାଂସଦ ପ୍ରାର୍ଥୀ

ଭୁବନେଶ୍ୱର //TATKAL ODISHA// ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି I ଏଥିରେ ବାଲେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସହ ବାକି ଥିବା କିଛି ବିଧାନସଭାର ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି ଲେଖାଶ୍ରୀ ସାମନ୍ତସିଂହାର

ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ, ଭିଭିପ୍ୟାଟ 

୨୪ ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥା ଭୁବନେଶ୍ୱର//TATKAL ODISHA// ଚଳିତ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

ନୂଆ ସପ୍ତାହର ନୂଆ ରାଶିଫଳ, କେମିତି ଫଳିବ ଦେଖନ୍ତୁ..

ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି // TATKAL ODISHA// (ଏ ସପ୍ତାହର ରାଶିଫଳ: ୦୮-୦୪-୨୪ ସୋମବାରଠାରୁ ୧୪-୦୪-୨୪ ରବିବାର ପର୍ଯ୍ୟନ୍ତ) ମେଷ: ସୋମବାର ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି

ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ

ତାଳଚେର//TATKAL ODISHA// ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ ଘଟିଛି I ଏଥିଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ I ମିଳିଥିବା ସୂଚନାନୁସାରେ ଏନଟିପିସି ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ
[/vc_column][/vc_row]